ବର୍ଷା ଛାଡ଼ିବା ପରେ ରାସ୍ତାରେ ଆଣ୍ଠୁଏ ପାଣି

କେଶୁରାଠାରୁ ଝାରପଡ଼ା ପର୍ଯ୍ୟନ୍ତ ରାସ୍ତା ବି ଶୋଚନୀୟ ଭୁବନେଶ୍ବର: ବର୍ଷା ଆରମ୍ଭ ହେଉ ହେଉ ମହାଦେବନଗରବାସୀଙ୍କ ଚିନ୍ତା ବଢ଼ିଲାଣି। ସାମାନ୍ୟ ବର୍ଷାରେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି। ଆଉ ଟିକେ ଅଧିକ ଜୋର୍‌ରେ ବର୍ଷା ହେଲେ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ଘର ଭିତରେ ପାଣି ପଶିବ। ହେଲେ ବାରମ୍ବାର ଅଭିଯୋଗ ପରେ ଜଳ ନିସ୍କାସନ ପାଇଁ ସେଭଳି କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରିଛନ୍ତି ନଗରବାସୀ। … Continue reading ବର୍ଷା ଛାଡ଼ିବା ପରେ ରାସ୍ତାରେ ଆଣ୍ଠୁଏ ପାଣି